I'm Asish. I make software.
All free. Works on your phone. Built for Odisha.
ମୁଁ ଆସିଶ। ସଫ୍ଟୱେୟାର ବନାଏ।
ସବୁ ଫ୍ରି। ଫୋନ ରେ ଚାଲେ। ଓଡ଼ିଶା ପାଇଁ ବନାଯାଇଛି।
AI edit: people removed
I use AI to improve your business and your daily life. Getting online is just one part.
The real goal is to make your work simple so your mind stays clear. It’s about saving time on things that shouldn't take time, so you can focus on thinking better and working smarter.
If anything you do every day feels harder than it should be? That's where I start.
ମୁଁ AI ସାହାଯ୍ୟରେ ଆପଣଙ୍କ ବିଜନେସ ଆଉ ଦିନନ୍ଦିନ ଜୀବନ କୁ ଭଲ କରିବାର ଟ୍ରାଏ କରେ। ଅନଲାଇନ ହେବା କେବଳ ଗୋଟିଏ ପାର୍ଟ।
ଅସଲ ଲକ୍ଷ୍ୟ ହେଲା ଆପଣଙ୍କ କାମ କୁ ସିମ୍ପଲ କରିବା ଯାହା ଦ୍ୱାରା ଆପଣଙ୍କ ମାଇଣ୍ଡ ଫ୍ରୀ ରହିବ। ଯେଉଁଥିରେ ଟାଇମ ଲାଗିବା ଉଚିତ ନୁହେଁ ସେଥିରେ ଟାଇମ ସେଭ କରିବା, ଯାହା ଦ୍ୱାରା ଆପଣଙ୍କ ପାଖରେ ଭଲ ଭାବରେ ଭାବିବା ପାଇଁ ସମୟ ରହିବ।
ଦିନନ୍ଦିନ କାମରେ କିଛି ଦରକାର ଠାରୁ ଅଧିକ କଷ୍ଟ ଲାଗୁଛି କି? ସେଠୁ ଷ୍ଟାର୍ଟ।